କୋର୍ଟରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କୋର୍ଟରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରୁ ତାଙ୍କୁ ବାର ବାର ଝଟକା ଲଗିବା ପରେ ଆଜି ସେ ହାଜର ହୋଇଛନ୍ତି । ଅବକାରୀ ଦୁର୍ନୀତି ତଥା ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରୁଥିବା ଇଡି ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ କରିବା ପରେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏହାପରେ ଶୁକ୍ରବାର ତାଙ୍କୁ ସମନ ହୋଇଥିଲା,ଯାହାକୁ ଚ୍ୟାଲେଂଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ, ଯାହାକୁ କୋର୍ଟ ମଂଜୁରୀ ଦେଇଛନ୍ତି ।15 ହଜାର ଟଙ୍କାରେ କେଜ୍ରିୱାଲଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *