ପୁଣିଥରେ ନିର୍ବାଚନ ଲଢିବେ କି ସୁର ?

ପୁଣିଥରେ ନିର୍ବାଚନ ଲଢିବେ କି ସୁର ?

ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ପୁଣିଥର ନିର୍ବାଚନ ଲଢିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ । କିନ୍ତୁ ପୁଣିଥରେ ସିଧା ସିଧା ମନାକରିଦେଲେ ସୁର । କହିଛନ୍ତି, ତାଙ୍କୁ ୮୦ ବର୍ଷ ହେଲାଣି । ଆଉ ନିର୍ବାଚନ ଲଢିବେନି । ସାନ ପୁଅ ଜଟଣୀରୁ ଓ ବଡ଼ପୁଅ ନିମାପଡ଼ାରୁ ନିର୍ବାଚନ ଲଢିବେ କଂଗ୍ରେସର ଯେଉଁମାନଙ୍କୁ ୮୦ ବର୍ଷ ହୋଇଗଲାଣି ସେମାନେ ରହିଯାଆନ୍ତୁ, ଏବେ ଯୁବକମାନଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି । ଏହା ସହ ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଖୁବ୍ ଶୀଘ୍ର ଟିକେଟ ଘୋଷଣା କରିବ କଂଗ୍ରେସ । ବିଜେଡି ଓ ବିଜେପି ମେଣ୍ଟ ହେଲେ କଂଗ୍ରେସ ସରକାର ଗଢିବ ବୋଲି କହିଛନ୍ତି ସୁରେଶ ରାଉତରାୟ ।

author

Related Articles

Leave a Reply

Your email address will not be published. Required fields are marked *