କଟକ ସହରରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ

କଟକ ସହରରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ

ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ସତର୍କ ହେଉଛି କମିଶନରେଟ ପୋଲିସ । କଟକ ସହରକୁ ନିଶା ଦ୍ରବ୍ୟ ଚାଲାଣ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ କଡ଼ା ନଜର ରଖିଛି ପୋଲିସ । ବନ୍ଧୁକ କାରବାର ଉପରେ ବିଶେଷ ନଜର ରଖାଯିବ ବୋଲି କହିଛନ୍ତି ଡିସିପି ଅନିଲ ମିଶ୍ର । ୭୭୧ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ନିଜ ବନ୍ଧୁକ ଜମା କରିବାକୁ ନିର୍ଦେଶ ଦେଇଛି ପୋଲିସ । ସେହିପରି ପଡ଼ି ରହିଥିବା ୯୫୦ଟି ଜାମିନ ବିହୀନ ଗିରଫ ପରୱାନା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *