ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ ଲୁଟିନେଲେ

ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ସବୁ ଲୁଟିନେଲେ

ଶେଷରେ ଠାକୁରଙ୍କୁ ବି ଛାଡିଲେନି ଚୋର । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା, ସୁନା. ଋୂପା ସବୁ ଲୁଟିନେଲେ । ଆଉ ଏଭଳି ଘଟଣା ଘଟିଛି ନୂଆ କରି ନିର୍ମିତ ହୋଇଥିବା ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଗିରିଗୋବର୍ଦ୍ଧନ ପାହାଡ ଉପରେ ଥିବା ମନ୍ଦିରରେ । ବିଳମ୍ୱିତ ରାତିରେ ମନ୍ଦରିରୁ ଚୋରି କରି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମନ୍ଦିର ପୂଜାରି ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ। ଏନେଇ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *