ଆରମ୍ଭ ହେଲାଣି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ।

ଆରମ୍ଭ ହେଲାଣି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ।

ବ୍ରହ୍ମଗିରିରେ ଉମାକାନ୍ତ ସାମନ୍ତରାୟଙ୍କ ବାଇକ୍ ରାଲି ।

ଟିକେଟ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳି ଯାଇ ପ୍ରଚାର ଆରମ୍ଭ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । କୃଷ୍ଣପ୍ରସାଦ ବ୍ଲକରୁ ପ୍ରଥମ କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବିଧାୟକ । ନିଜ ସମର୍ଥକମାନଙ୍କୁ ନେଇ ପାଇକେରା ପୁର ଛକ ଠାରୁ ଚିଲିକା ନୂଆପଡା ପର୍ଯ୍ୟନ୍ତ ବିଶାଳ ବାଇକ ରାଲି କରି ଶକ୍ତି ପଦର୍ଶନ କରିଛନ୍ତି ଉମାକାନ୍ତ ।ଗତଥର ବ୍ରହ୍ମଗିରିରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଦାସବର୍ମାଙ୍କୁ ଏଥର ସତ୍ୟବାଦୀରୁ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରିଛି ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *