ଚମକୁଛି ସୁନା ଆଉ ବଢୁଛି ଚାହିଦା…..

ଚମକୁଛି ସୁନା ଆଉ ବଢୁଛି ଚାହିଦା…..

ଲଗାତାର ଏହାର ଦର ନୂଆ ରେକଡ଼ କରିଚାଲିଛି | ବର୍ତମାନ ଏହା ୬୮,୦୦୦ ଟଙ୍କା ପାର କରି ୭୦,୦୦୦ ଆଡକୁ ମୁଁହାଇଲାଣି | ଶୁକ୍ରବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪କ୍ୟାରେଟ ସୁନା ଦର ୧,୪୨୦ ଟଙ୍କା ମହାଙ୍ଗ ହୋଇଛି | ରୂପା ଦରରେ ବି ବୁଦ୍ଧି ଦେଖିବାକୁ ମିଳିଛି |କିଲୋଗ୍ରାମ ପିଛା ରୂପା ଦର ୩୦୦ ଟଙ୍କା ମାହାଙ୍ଗା ହୋଇ ୮୦,୮୦୦ ଟଙ୍କାରେ ପହଞ୍ଚିଛି|
ସୁନା ଦର ବଢିବାର ଅନେକ କାରଣ ରହିଛି |
ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି ,ବିଶ୍ୱର ବିଭିନ ପ୍ରାନ୍ତରରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି |

author

Related Articles

Leave a Reply

Your email address will not be published. Required fields are marked *