୪୨ ଟପିବ ଖରା….

୪୨ ଟପିବ ଖରା….

ବାହାରେ ପ୍ରଚଣ୍ଡ ତାତି | ଘରେ ଭୀଷଣ ଗୁଳୁଗୁଳି |ଆଗକୁ ଆହୁରି ଜଳାଇବା ଗ୍ରୀଷ୍ମର ପ୍ରକୋପ | ଆସନ୍ତା ୫/୬ ଦିନ ତାତିରୁ ନିସ୍ତାର ମିଳିବନି | ୪୮ ଘଣ୍ଟା ଭିତ୍ତରେ ଦିନ ତାପମାତ୍ରା କେତେକ ସ୍ଥାନରେ ଆଉରି ୨ଡିଗ୍ରୀ ସେଲ୍ସିୟସ ବଢିପାରେ | ସଖାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଘରୁ ପାଦ କୁ ଯିବାବେଳେ ସତର୍କତା ପଦକ୍ଷପ ପାଳନ କରନ୍ତୁ |

: ଗୁଳୁଗୁଳି ପାଇଁ ୪୫ଡିଗ୍ରୀ ଭଳି ତାତି ଅନୁଭୂତ
: ଧୁ ଧୁ ଖରାରେ ଵାଲା ଦେଖାଉଛନ୍ତି ନେତା ,କର୍ମୀ

ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି | ଆସନ୍ତା ୧ ଓ ୨ ତାରିଖରେ ସାରା ରାଜ୍ୟରେ ଭୀଷଣ ଗରମ ଆଶଙ୍କା ରହିଛି |ବର୍ଷ ନାହିଁ | ପାଗ ପୁରା ଶୁଖିଲା ପଡିଛି | ଏମିତିରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରକାପ|

author

Related Articles

Leave a Reply

Your email address will not be published. Required fields are marked *