ସାମ୍ନାକୁ ଆସିଲା ରାହୁଲ ଗାନ୍ଧୀଙ୍କ ବଡ ବୟାନ । ନିର୍ବାଚନ ପୂର୍ବରୁ ମ୍ୟାଚ ଫିକ୍ସିଂ କରୁଛି ବିଜେପି । ଇଣ୍ଡିଆ ମେଣ୍ଟର ରାଲିରେ ଏଭଳି କିଛି କହିଛନ୍ତି ରାହୁଲ ଗାନ୍ଧୀ । ଇଭିଏମ୍ ଓ ସୋସିଆଲ ମିଡିଆ ମ୍ୟାନେଜ କରି ବିଜେପି ୪୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ନହେଲେ ବିଜେପି ୧୮୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ବିଜେପି ସରକାର କଂଗ୍ରେସ ପାର୍ଟିର ଆକାଉଣ୍ଟ ସିଜ୍ କରିଛି । ନେତାଙ୍କୁ ଧମକ ଚମକ ଦେଉଛି । ପଇସା ଦେଇ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ନେତାଙ୍କୁ ଜେଲରେ ଭର୍ତି କରାଯାଉଛି । ଏଭଳି କିଛି କହି ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।
You can share this post!
author
Related Articles
ଅକ୍ଟୋବର 9ରେ ମିଳିବ ସୁଭଦ୍ରା ଟଙ୍କା
- September 29, 2024
ବିଜେପିର ଏକ କୋଟିକୁ ବିଜେଡିର ଦେଢ଼ କୋଟି
- September 29, 2024