ପଦ୍ମ ଧରିଲେ ଆକାଶ

ପଦ୍ମ ଧରିଲେ ଆକାଶ

ନିର୍ବାଚନ ପୂର୍ବରୁ ଚାଲିଛି ନେତା ମନ୍ତ୍ରୀ ମାନଙ୍କ ଦଳ ଡିଆଁ ପର୍ବ । ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି ନେତା ମନ୍ତ୍ରୀ । ହଁ ଦର୍ଶକବନ୍ଧୁ ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ । ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ  ଇସ୍ତଫା ଦେଇଥିଲେ । ଆଜି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *