କେବେ ଘୋଷଣା ହେବ କଂଗ୍ରେସ ଟିକେଟ?

କେବେ ଘୋଷଣା ହେବ କଂଗ୍ରେସ ଟିକେଟ?

ନିର୍ବାଚନ ତାରିଖ ଘୋଷଣାର ଦୁଇ ସପ୍ତାହ ହୋଇଗଲାଣି କିନ୍ତୁ ଏଯାଏଁ କଂଗ୍ରେସର ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ସରୁନି । ଲୋକସଭା କି ବିଧାନସଭା କୌଣସି ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି ଦଳ । ବିଜେପି ୨୧ ଲୋକସଭା, ୧୧୨ ବିଧାନସଭା, ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି । କିନ୍ତୁ ୯ରୁ ୯୦ ସ୍ୱପ୍ନ ଦେଖୁଥିବା କଂଗ୍ରେସ ଏ କ୍ଷେତ୍ରରେ ବହୁ ପଛରେ ପଡିଛି । ଏ ଯାଏଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ ଦଳ । ଦିଲ୍ଲୀରୁ ଫେରି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କହିଛନ୍ତି, ରାଜନୈତିକ ବ୍ୟାପର କମିଟିରେ ତର୍ଜମା ସରିଛି । ତାଲିକା ଆପାତତଃ ସରିଛି । ଖୁବଶୀଘ୍ର ଘୋଷଣା ହେବ ଟିକେଟ ।

author

Related Articles

Leave a Reply

Your email address will not be published. Required fields are marked *