ପିସିସି ଉପସଭାପତି ପଦରୁ ବିଶ୍ୱଭୂଷଣ ଦାସ ଦେଲେ ଇସ୍ତଫା….

ପିସିସି ଉପସଭାପତି ପଦରୁ ବିଶ୍ୱଭୂଷଣ ଦାସ ଦେଲେ ଇସ୍ତଫା….

କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ । କାକଟପୁରର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୯ ଏବଂ ୨୦୧୯ରେ ନିର୍ବାଚନ ଲଢିଥିଲେ ।

ବିଶ୍ୱଭୂଷଣ ପୂର୍ବରୁ ପିସିସି ସାଧାରଣ ସଂପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହିବା ସହ ବିଜେବି କଲେଜର ସଭାପତି ହୋଇଥିଲେ । ପରେ ରାଜ୍ୟ ଯୁବ କଂଗ୍ରେସର ଉପସଭାପତି ହୋଇଥିଲେ ।ଏବେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *