ସରିଲା ଏ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ସୂର୍ଯ୍ୟପରାଗ ଦେଖାଦେଇଥିଲା । ୫୪ ବର୍ଷ ପରେ ଆକାଶରେ ଏହି ବିରଳ ସୂର୍ଯ୍ୟପରାଗ ଦେଖାଦେଇଥିବା ସୂଚନା ମିଳିଛି । ତେବେ ଏହାର ପ୍ରଭାବ ଭାରତରେ ପଡିନାହିଁ । କେବଳ ଉତ୍ତର ଆମେରିକାରେ ଏହା ଦୃଶ୍ୟମାନ ହୋଇଥିଲା । ଭାରତୀୟ ସମୟାନୁସାରେ, ଏହା ରାତି ୯ଟା ୧୨ରୁ ଆରମ୍ଭ ହୋଇ ରାତି ୨ଟା ୨୨ ଯାଏଁ ସୂର୍ଯ୍ୟପରାଗ ଶେଷ ହୋଇଥିଲା । କିଛି ପ୍ରମୁଖ ସ୍ଥାନରେ କିଛି ସମୟ ପାଇଁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି ।
You can share this post!
author