ସାଲେପୁରରୁ ଲଢିବେ ଅରିନ୍ଦମ ରାୟ !

ସାଲେପୁରରୁ ଲଢିବେ ଅରିନ୍ଦମ ରାୟ !

ଅରିନ୍ଦମ ରାୟଙ୍କୁ ନେଇ ଅଙ୍କ କଶୁଛି ବିଜେପି । ସାଲେପୁରରେ କାହାକୁ ପ୍ରାର୍ଥୀ କରିବ ଦଳ । ସାଲେପୁର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ କାହାକୁ ପ୍ରାର୍ଥୀ କରିବ ବିଜେପି । ଏମିତି ଚର୍ଚ୍ଚା ଭିତରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ଏଣ୍ଟ୍ରି ମାରିଛନ୍ତି ଅଭିନେତା ଅରିନ୍ଦମ ରାୟ । ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ ଦର୍ଶନ କରିବା ପରେ ଅରିନ୍ଦମ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରକାଶଙ୍କ ସ୍ଥାନରେ ବିଜେପି ଅରିନ୍ଦମଙ୍କୁ ପ୍ରୋଜେକ୍ଟ କରିପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *