ଆଜି ବିଶ୍ୱ ଛେନାପୋଡ ଦିବସ

ଆଜି ବିଶ୍ୱ ଛେନାପୋଡ ଦିବସ

ଆଜି ବିଶ୍ୱ ଛେନାପୋଡ ଦିବସ । ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ସାରା ବିଶ୍ୱରେ ଛେନାପୋଡ ଦିବସ ରୂପରେ ପାଳନ କରାଯାଏ । ଏହି ଦିନ ଛେନପୋଡର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଜୟନ୍ତୀ । ଏହା ସହ ପ୍ରତିଟି ଓଡିଆର ସ୍ୱାଦ ଏବଂ ପସନ୍ଦର ମିଠା ହେଉଛି ଛେନାପୋଡ । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ ହେଉଥିବା ଏହି ପିଠା ଏବଂ ମିଠାର ସ୍ୱାଦ ପ୍ରତି ଓଡିଆଙ୍କ ପର୍ବ ପର୍ବାଣୀରେ ଖୋଜାପଡେ । ଆଉ ଆଜି ସେହି ସ୍ୱାଦିଷ୍ଟ ଛେନାପୋଡ଼ ପାଇଁ ଉତ୍ସର୍ଗିତ ଦିନ ଛେନାପୋଡ଼ ଦିବସ ।

author

Related Articles

Leave a Reply

Your email address will not be published. Required fields are marked *