ପ୍ରକାଶ ପାଇଲା ବିଜେଡିର ନୂଆ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେଡିର ନୂଆ ପ୍ରାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେଡିର ନୂଆ ପ୍ରାର୍ଥୀ ତାଲିକା । ଆଉ ୯ ଟି ବିଧାନସଭା ଆସନ ପାଇଁ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା କରିଛି ବିଜେଡି । ତେବେ ଏହି ଲିଷ୍ଟରେ


ଲକ୍ଷ୍ମୀପୁରରୁ ପ୍ରଭୁ ଜାନି,
ପାରାଦୀପ- ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର- ପ୍ରସନ୍ନ ଆଚାର‌୍ୟ୍ୟ
ରେଢ଼ାଖୋଲ- ରୋହିତ ପୂଜାରୀ
ତେଲକୋଇ- ମାଧବ ସର୍ଦ୍ଦାର
ତାଳଚେର- ବ୍ରଜ ପ୍ରଧାନ
ନର୍ଲା- ମନୋରମା ମହାନ୍ତି
ବାଲିଗୁଡ଼ା- ଚକ୍ରମଣି କହଁର
ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା ଙ୍କୁ ଟିକେଟ୍ ମିଳିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *