୧୭ରୁ ୨୦ ସ୍ଥିତି ହୋଇପାରେ ଅସମ୍ଭାଳ..

୧୭ରୁ ୨୦ ସ୍ଥିତି ହୋଇପାରେ ଅସମ୍ଭାଳ..

 ଆଭ୍ୟନ୍ତରୀଣ ଓଡିଶାରେ ୪୫ ଡିଗ୍ରୀ ପାରଦ ଛୁଇଁବା ଆଶଙ୍କା ।ପଣା ସଂକ୍ରାନ୍ତିରୁ ବଢ଼ିବ ତାତି ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ ସହ ଗୁଳୁଗୁଳି । କାଳବୈଶାଖୀ ଯୋଗୁଁ ବର୍ତ୍ତମାନ ପାଗ ଥଣ୍ଡା ରହିଥିବା ବେଳେ ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ଡେଇଁପାରେ ୪୦ ଡିଗ୍ରୀ । ୧୭ ତାରିଖ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *