ଆଜି ଆସିପାରେ କଂଗ୍ରେସର ପ୍ରାର୍ଥୀ ତାଲିକା

ଆଜି ଆସିପାରେ କଂଗ୍ରେସର ପ୍ରାର୍ଥୀ ତାଲିକା

ପ୍ରାର୍ଥୀ ତାଲିକା ଘୋଷଣାରେ ପଛରେ ପଡିଛି କଂଗ୍ରେସ । ଯେଉଁଠି ବିଜେପି ଓ ବିଜେଡି ୧୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି, ସେହି ଦୃଷ୍ଟିରେ ବହୁ ପଛରେ ପଡ଼ିଛି କଂଗ୍ରେସ । ଗତକାଲି କଂଗ୍ରେସ ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହାସହ ବର୍ତମାନ ସୁଦ୍ଧା କଂଗ୍ରେସ ୧୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୧୭ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ବାକି ୪ଟି ଲୋକସଭା ସହ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *