ଘୋଷଣା ହେଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଘୋଷଣା ହେଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଘୋଷଣା ହେଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମେ ୧୧୨ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ଆଜି ଆଉ ୨୧ଟି ଆସନରେ ଦଳ ପ୍ରାର୍ଥୀ ଦେଇଛି । ତେବେ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀ ତାଲିକାରେ ରାଉରକେଲାରୁ ଦିଲ୍ଲୀପ ରାୟଙ୍କୁ ଟିକେଟ୍ ମିଳିଛି । ସେହିପରି ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
ଲକ୍ଷ୍ମୀପୁର- କୈଳାଶ କୁଲେସିକା
ପାଟଣା- ଅଖିଳ ଚନ୍ଦ୍ର ନାଏକ
ଚିତ୍ରକୋଣ୍ଡା-ଡମ୍ବରୁ ସୀସା
ଜଗତସିଂପୁର-ଅମରେନ୍ଦ୍ର ଦାସ
ଝରିଗାଁ -ନରସିଂହ ଭତ୍ରା
କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ ପ୍ରାର୍ଥୀ ହୋଇଛନ୍ତି ।
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି ଏବଂ ସାରସକଣାରୁ ଭାଦବ ହାଂସଦାଙ୍କୁ ଟିକେଟ୍ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *