ଏଥର ନିର୍ବାଚନରେ ଅନୁଭବ ବନାମ ବର୍ଷା !

ଏଥର ନିର୍ବାଚନରେ ଅନୁଭବ ବନାମ ବର୍ଷା !

ରାଜନୀତିରେ ଏଣ୍ଟ୍ରି କଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ପୂର୍ବରୁ ବିଜେଡିି ପାଇଁ ଷ୍ଟାର ପ୍ରଚାରକ ଥିବା ବର୍ଷା ଏବେ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିଛନ୍ତି । ତେବେ ବିଜେଡିରେ ମିଶିବା ପରେ ବର୍ଷାଙ୍କୁ ନେଇ ଅନୁଭବଙ୍କ ବିରୋଧରେ ନବୀନ ମାଷ୍ଟରଷ୍ଟ୍ରୋକ ଖେଳିପାରନ୍ତି ବୋଲି ଆଲୋଚନା ସରଗରମ ହେଲାଣି । କିଛି ଦିନ ପୂର୍ବରୁ ଅନୁଭବ ବିଜେଡି ଛାଡିଥିବା ବେଳେ ଏବେ ବର୍ଷା ବିଜେଡିକୁ ଆସିବା ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି । ତେବେ ସେ ନିର୍ବାଚନ ଲଢିବେ ନା ନାହିଁ, ଯଦି ଲଢିବେ ତେବେ କେଉଁଠୁ ଲଢିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଅନୁଭବଙ୍କ ଟିକେଟ୍ ମଧ୍ୟ ଫାଇନାଲ ହୋଇନଥିବା ବେଳେ ଅନୁଭବଙ୍କ ପ୍ରତିଦ୍ୱନ୍ଦୀ ଭାବେ ଦଳ ବର୍ଷା ଙ୍କୁ ଛିଡା କରିପାରେ ବୋଲି ଆଶଙ୍କା ବଢିଛି ।

author

Related Articles

Leave a Reply

Your email address will not be published. Required fields are marked *