ଦୂରଦର୍ଶନ ଲୋଗୋରେ ଗେରୁଆ ରଙ୍ଗକୁ ନେଇ ବିବାଦ

ଦୂରଦର୍ଶନ ଲୋଗୋରେ ଗେରୁଆ ରଙ୍ଗକୁ ନେଇ ବିବାଦ

ବଦଳିଲା ଦୂରଦର୍ଶନର ଲୋଗୋର ରଙ୍ଗ । ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏହାର ଐତିହାସିକ ଲୋଗୋର ରଙ୍ଗ ଲାଲରୁ ଗେରୁଆକୁ ପରିବର୍ତ୍ତନ କରିଛି । ଡିଡି ନ୍ୟୁଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏହି ଘୋଷଣା କରାଯାଇଛି, ଯେଉଁଥିରେ ଏକ ପୋଷ୍ଟରେ କୁହାଯାଇଛି, ‘ଆମର ମୂଲ୍ୟବୋଧ ସମାନ ରହିଥିଲେ ମଧ୍ୟ ଆମେ ଏବେ ଏକ ନୂଆ ଅବତାରରେ ଉପଲବ୍ଧ ଅଛୁ। ନୂଆ ଡିଡି ନ୍ୟୁଜକୁ ଅନୁଭବ କରନ୍ତୁ!’ ତେବେ ଏହି ପରିବର୍ତ୍ତନକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *