ଓଡିଶାରେ ରାହୁଲ ଗାନ୍ଧୀ…

ଓଡିଶାରେ ରାହୁଲ ଗାନ୍ଧୀ…

ନିର୍ବାଚନ ପାଇଁ ଜୋର ଜମୁଛି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର । ଓଡିଶାରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ବିମାନବନ୍ଦରରେ ରାହୁଲଙ୍କୁ ପିସିସି ସଭାପତି ଓ ପ୍ରଭାରୀ  ସ୍ୱାଗତ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ସତ୍ୟଭାମାପୁରରେ ପହଞ୍ଚିବେ ରାହୁଲ । ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ହେଲିକପ୍ଟର ଯୋଗେ ସାଲେପୁର କୁଳିଆ ପଡ଼ିଆକୁ ଯିବେ । ଏବଂ ବିଶାଳ ଜନସମାବେଶରେ ଉଦବୋଧନ ଦେବେ ।

author

Related Articles

Leave a Reply

Your email address will not be published. Required fields are marked *