ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କ ଜୀବନ ଯାଇଛି । କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି । ତତଲା କଡେଇରେ ସିଝୁଛନ୍ତି ରାଜ୍ୟବାସୀ । ଆଉ ଏହାରି ମଧ୍ୟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ମୃତ ବ୍ୟକ୍ତି ଜଣକ ଢେଙ୍କାନାଳର ବୋଲି ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ବାଲେଶ୍ୱରରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫୭ ଜଣ ଅଂଶୁଘାତ ଆକ୍ରାନ୍ତ ଥିବା ସୂଚନା ମିଳିଛି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024