ଆଜି ନାମାଙ୍କନ ଭରିବେ ପ୍ରବଣ ପ୍ରକାଶ ଦାସ

ଆଜି ନାମାଙ୍କନ ଭରିବେ ପ୍ରବଣ ପ୍ରକାଶ ଦାସ

ଆଜି ନାମାଙ୍କନ ଭରିବେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସ । ଏକ ବିଶାଳ ଶୋଭାଯାତ୍ରାରେ ମାଧ୍ୟମରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବବି ଦାସ । ବବିଙ୍କ ସହ ବହୁ ବିଜେଡି କର୍ମୀ ଓ ସମର୍ଥକ ଏଥିରେ ଉପସ୍ଥିତ ରହିବେ । ବାଲିବନ୍ଧରୁ ଶୋଭାଯାତ୍ରା ବାହାରି କୁଞ୍ଜେଲପଡ଼ା, ଝାଡୁଆପଦା, ନନ୍ଦପଡ଼ା, ଅଲତାପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବ ବୋଲି ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *