କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ବିମାନ ଯାଞ୍ଚ

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ବିମାନ ଯାଞ୍ଚ

ଗତକାଲି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନାଗିରିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେଠାରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ରମନ୍ତ୍ରୀଙ୍କ ବିମାନକୁ କାଲି ଯାଞ୍ଚ କରାଯାଇଛି । ପହଞ୍ଚିବା କ୍ଷଣି ବିମାନକୁ ଯାଞ୍ଚ କରିଛି ଫ୍ଲାଇଙ୍ଗ ସ୍ୱାଡ୍ ଓ ପୋଲିସ । ବିମାନ ଯାଞ୍ଚ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡିଶାରେ ସରକାରଙ୍କ ପୁଲିସ ଭ୍ୟାନ ଓ ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କରିବା ଦରକାର । ଏଥିସହ ବିଏସକେୱାଇ ଯୋଜନାକୁ ମନ୍ତ୍ରୀ ସମାଲୋଚନା କରିବା ସହ ଆୟୁଷ୍ମାନ ଯୋଜନା ସପକ୍ଷରେ ଯୁକ୍ତି ବାଢିଛନ୍ତି ମନ୍ତ୍ରୀ । ତେଣୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଦରକାର ବୋଲି ଯୁକ୍ତି ବାଢିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *