ହିଞ୍ଜିଳିର ପ୍ରଚାର ମଇଦାନରେ ଭିକେ ପାଣ୍ଡିଆନ

ହିଞ୍ଜିଳିର ପ୍ରଚାର ମଇଦାନରେ ଭିକେ ପାଣ୍ଡିଆନ

ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ବିଜେଡିର ପ୍ରଚାର ମଇଦାନ ଉଠୁଛି ପଡୁଛି । ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ବୁଲି ବିଜେଡି ନେତାଙ୍କୁ ଭୋଟ ଦେବାକୁ ଅପିଲ୍ କରୁଛନ୍ତି । ଆଉ ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ହିଞ୍ଜିଳି ପାଇଁ ହୋଇଥିବା ବିକାଶମୂଳକ କାମର ହିସାବ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତିା ୫ ବର୍ଷରେ ଥରେ ସୁଯୋଗ ଆସିଛି, ଏଥର ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ ।

author

Related Articles

Leave a Reply

Your email address will not be published. Required fields are marked *