ଆଉ ଦିନକ ପରେ ରାଜ୍ୟରେ ଭୋଟ

ଆଉ ଦିନକ ପରେ ରାଜ୍ୟରେ ଭୋଟ

ଆଉ ଦିନକ ପରେ ରାଜ୍ୟରେ ଭୋଟ । ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଚାରକୁ ଜୋରଦାର କରିବା ସହ ନାମାଙ୍କନ ପତ୍ର ଦାଖଲ କରିବାରେ ବ୍ୟସ୍ତ ରହିଛନ୍ତି ନେତା । ହାତରେ ମାତ୍ର ଆଉ ୨ ଦିନ ସମୟ ଥିବାରୁ ନେତାମାନଙ୍କ ଟେନସନ ବଢିବା ସହ ଭୋଟର ମାନେ ବି ଉତ୍ସାହିତ ଅଛନ୍ତି । ଭୋଟ୍ ଦେଇ ଯୋଗ୍ୟ ନେତା ବାଛିବାକୁ ଚାହିଁ ରହିଛନ୍ତି ସାଧାରଣ ଜନତା । ଏପଟେ ଜନତାଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଏହି ପର‌୍ୟ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ ।

author

Related Articles

Leave a Reply

Your email address will not be published. Required fields are marked *