କନ୍ଧମାଳରେ ମୋଦିଙ୍କ ଗର୍ଜନ

କନ୍ଧମାଳରେ ମୋଦିଙ୍କ ଗର୍ଜନ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ । ଗତକାଲି ଭୁବନେଶ୍ୱରରେ ମେଗା ରୋଡ ସୋ କରିବା ପରେ ଆଜି କନ୍ଧମାଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । କନ୍ଧମାଳରୁ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରି ମୋଦୀ କହିଛନ୍ତି, ଏତେ ଦିନ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର-୧ କରିଦେବୁ ।

author

Related Articles

Leave a Reply

Your email address will not be published. Required fields are marked *