ସମ୍ବଲପୁରରେ ୧୪୪ ଧାରା

ସମ୍ବଲପୁରରେ ୧୪୪ ଧାରା

ସମ୍ବଲପୁରରେ ଲାଗୁ ହେଲା ୧୪୪ ଧାରା । ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ୧୪୪ ଧାରା ଲାଗିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ୍ ମୁଖ୍ୟ । ଆସନ୍ତାକାଲି ଏଠାରେ ମତଦାନ ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍ ଏଠାରେ ୧୪୪ ଧାରା ଲାଗୁ କରିଛି । ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ଏହି ଧାରା ଲାଗୁ ହୋଇଛି । ଅନ୍ୟପଟେ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି

author

Related Articles

Leave a Reply

Your email address will not be published. Required fields are marked *