ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ମତଦାନ । ଖରା, ଗୁଳୁଗୁଳି ସତ୍ତ୍ୱେ ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ତେବେ ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରେ ୨୭.୬୬ ପ୍ରତିଶତ, ଭଦ୍ରକରେ ୨୧.୫୦ ପ୍ରତିଶତ ଭୋଟିଂ ହୋଇଛି । ସେହିପରି ଯାଜପୁରରେ ୧୭.୧୦ ପ୍ରତିଶତ , କେନ୍ଦ୍ରାପଡାରେ ୨୪.୦୩ ପ୍ରତିଶତ , ଜଗତସିଂହପୁରରେ ୨୩.୦୧ ପ୍ରତିଶତ ଏବଂ ମୟୁରଭଞ୍ଜରେ ୨୨.୨୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *