କଂଗ୍ରେସକୁ ନେଇ ତାରାଙ୍କ ଦମ୍ଭୋକ୍ତି…

କଂଗ୍ରେସକୁ ନେଇ ତାରାଙ୍କ ଦମ୍ଭୋକ୍ତି…

ନିର୍ବାଚନ ସରିବା ପରେ ଏକଜିଟ ପୋଲକୁ ନେଇ ଏବେ ଜୋର ଜମୁଛି ଚର୍ଚ୍ଚା । ଏତେ ସାରା ଚର୍ଚ୍ଚା ଭିତରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଦେଇଛନ୍ତି ବଡ ବୟାନ । ତାରା କହିଛନ୍ତି, ରାଜ୍ୟରେ ଏଥର କଂଗ୍ରେସର ୯ରୁ ୯୦ ହୋଇନପାରେ କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ । କୋରାପୁଟରେ କଂଗ୍ରେସ ସାଂସଦ ନିଶ୍ଚୟ ଜିତିବେ । ସମସ୍ତ କଂଗ୍ରେସ କର୍ମୀ ଓ ନେତା ତାଙ୍କୁ ସହଯୋଗ କରିଛନ୍ତି । ସେହିଭଳି ବୁଥ୍ ବାହୁଡା ମତକୁ ନେଇ ତାରା କହିଛନ୍ତି, ଉଭୟ ବିଜେଡି ଓ ବିଜେପି ନିଜ ନିଜ କଥା କହୁଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ କମଜୋର ହୋଇନି ବରଂ ଭଲ ପ୍ରଦର୍ଶନ କରିଛି । ୨୦୧୯ ଅପେକ୍ଷା ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ ।

author

Related Articles

Leave a Reply

Your email address will not be published. Required fields are marked *