ପ୍ରଶାନ୍ତଙ୍କୁ ମିଳିଲା ବେଲ…

ପ୍ରଶାନ୍ତଙ୍କୁ ମିଳିଲା ବେଲ…

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ । ୯ ତାରିଖରୁ ୩ ଦିନ ପାଇଁ ମିଳିଛି ଜାମିନ । ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଜେଲରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଜିଲ୍ଲା ପ୍ରଥମ ଅତିରିକ୍ତ ଦୌରାଜଜଙ୍କ ପାଖରେ ଶୁଣାଣି ପରେ ମିଳିଛି ଅନ୍ତରୀଣ ଜାମିନ । ୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ପରାଜିତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *