ଅଡୁଆରେ ସାରାଦା ନାୟକ…

ଅଡୁଆରେ ସାରାଦା ନାୟକ…

ରାଜ୍ୟରେ ବିଜେଡିର ଗଡ ଭୁଶୁଡିବା ପରେ ଦୋହଲିଯାଇଛି ଓଡିଶାର ମେରୁଦଣ୍ଡ । ବିଜେଡିର ଗଡ ଥିବା କେତେକ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ସତ୍ତା ହରେଇଛି । କିନ୍ତୁ ରାଉକେଲାରେ ବିଜେଡି ତାର ବିଜୟ ଧାରା ଏଥର ମଧ୍ୟ ବଜାୟ ରଖିଛି । ରାଉରକେଲା ନିର୍ବାଚନ ମଣ୍ଡଳୀରୁ ସାରାଦା ନାୟକ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଇଥିଲେ ବିଜେପିରୁ ଦିଲ୍ଲୀପ ରାୟ । ତେବେ ଦୁହିଁଙ୍କ ଏହି ମହାମୁକାବିଲାରେ ବାଜି ମାରିନେଇଥିଲେ ସାରଦା ନାୟକ । ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ । ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସିଛି ସାଂଘାତିକ ଅଭିଯୋଗ  । ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀ  ।

author

Related Articles

Leave a Reply

Your email address will not be published. Required fields are marked *