ବଦଳିଗଲା ରାଜ୍ୟ ରାଜନୀତିର ପରମ୍ପରା । ରାଜ୍ୟ ଅତିଥି ଭବନ ପାଲଟିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ? କେଉଁଠି ତାଙ୍କ ବାସ ଭବନ ହେବ ? ସେନେଇ ଦ୍ୱନ୍ଦ୍ୱ ବଢିଥିଲା । ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ଅତିଥି ଭବନରେ ରହିଥିବା ସୂଚନା ମିଳିଛି । ଏବଂ ଅତିଥି ଭବନରେ ହିଁ ଅନେକ ନେତା ଏବଂ ଅଫିସର ମାନଙ୍କୁ ଭେଟିଥିବା ସୂଚନା ମିଳିଛି । ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ରାଜ୍ୟ ଅତିଥି ଭବନରେ ବିଭିନ୍ନ ଦଳର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
