ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ଏକ ନୂଆ ରୂପରେ ଆସୁଛି ବିଜୁ ଜନତା ଦଳ । ରାଜ୍ୟସଭାରେ ବିରୋଧି ଭୂମିକାରେ ଅବତୀର୍ଣ୍ଣ ହୋଇଛି ବିଜେଡି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ସଂସଦରେ ପୁଣି ଦାବି ଉଠିଛି । ରାଜ୍ୟସଭାରେ ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଏହି ଦାବି କରିଛନ୍ତି । ଏଥିସହ ବନ୍ୟା ବାତ୍ୟା ପ୍ରପୀଡିତ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରିଛନ୍ତି ବିଜେଡି ସାଂସଦ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024