ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା

ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାର ପ୍ରକ୍ରିୟା । ନୀତିକାନ୍ତି ଅନୁସାରେ ରତ୍ନଭଣ୍ଡାର ଖୋଲା ଚାଲିଛି । ଲୋକନାଥଙ୍କୁ ପୂଜା କରି ୧୧ ଜଣିଆ ଟିମ୍ ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି । ଏହାସହ ଭିତର ରତ୍ନଭଣ୍ଡାରର ଚାବି ଫିଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ରହିଛି । ତେବେ ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତ ଟିମ୍ ମେମ୍ବରମାନେ ସ୍ୱତନ୍ତ୍ର ପୋଷାକ ପରିଧାନ କରିଛନ୍ତି । ଏବଂ ଭିତର ଅନ୍ଧାର ଥିବାରୁ ଟର୍ଚ୍ଚ ଲାଇଟ୍ ରେ ଚାବି ଖୋଲାଯାଉଥିବା ସୂଚନା ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *