ରାସ୍ତାରେ ଜମୁଛି ପାଣି, ହନ୍ତସନ୍ତ ଗ୍ରାମବାସୀ

ରାସ୍ତାରେ ଜମୁଛି ପାଣି, ହନ୍ତସନ୍ତ ଗ୍ରାମବାସୀ

ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ଶୁକ୍ରବାର ହାଟ ପଦାରେ ଜମି ରହୁଛି ବର୍ଷା ପାଣି। ଏହି ପାଣି ଜମି ରହୁଥିବା ଯୋଗୁଁ ହାଟକୁ ଆସୁଥିବା ବେପାରୀ ମାନେ ପଶରା ବସାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ସାପ୍ତାହିକ ହାଟରୁ ପଞ୍ଚାୟତ ବଟି ନେଉଛି ହେଲେ ପଞ୍ଚାୟତ ହାଟ ଉପରେ ନଜର ଦେଉନଥିବା ଯୋଗୁଁ ଏହିଭଳି ହେଉଛି । ହାଟରେ ପାଖରେ ଥିବା ନଳକୂପ ରୁ ପାଣି ମଧ୍ୟ ପିଇ ପାରୁ ନାହାନ୍ତି କି ଡାକ କାର୍ଯ୍ୟାଳୟକୁ ମଧ୍ୟ ଜନସାଧାରଣ ଯାଇପାରିନାହାନ୍ତି ।ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ନଜର ଦେବା ପାଇଁ ହେଉଛି ଦାବି।

author

Related Articles

Leave a Reply

Your email address will not be published. Required fields are marked *