ବିଦ୍ୟାଳୟର ଅବ୍ୟବସ୍ଥା ଦେଖି ମନ୍ତ୍ରୀଙ୍କ ତାଗିଦ୍‌

ବିଦ୍ୟାଳୟର ଅବ୍ୟବସ୍ଥା ଦେଖି ମନ୍ତ୍ରୀଙ୍କ ତାଗିଦ୍‌

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ଯ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଳିକ ଆଜି ଅଚାନକ ପରିଦର୍ଶନରେ ଆସି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହିତ ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ଦେଖି କ୍ଷୋଭ ପ୍ରକାସ କରିଥିଲେ,ସୂଚନା ଅନୁସାରେ ଏହି ବିଦ୍ୟାଳୟ ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପଢୁଥିବାବେଳେ ଏହା 5t ରେ ଅନ୍ତର୍ଭୂକ୍ତ ହୋଇଛି କିନ୍ତୁ ଛାତ୍ର ଛାତ୍ରୀ ବାରଣ୍ଡାରେ ଏବଂ ଅର୍ଦ୍ଧ ନିର୍ମିତ ଭଙ୍ଗା ଘରେ ଅସ୍ୱାସ୍ଥ୍ୟ କର ପରିବେଶରେ ପାଠ ପଢିବାସହିତ ବିଦ୍ୟାଳୟ ରେ ଉତ୍ତମ ପାନୀୟ ଜଳ ଏବଂ ଶୌଚାଳୟ ନଥିବାରୁ ଛାତ୍ର ଛାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଠାରେ ଶିକ୍ଷାଦାନ ସମ୍ପୂର୍ଣ ଭାଙ୍ଗିପଡିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେଇ ଚରିତ୍ରବାନ କରିବାପାଇଁ ଶିକ୍ଷକ ମାନଙ୍କୁ ତାଗିଦ କରିବାସହିତ ବିଦ୍ୟାଳୟ ର ପୁରୁଣା କାନ୍ଥରେ ଚୂନ ମାରି 5t ର ଅନୁଦାନ ରାଶି ହଡପ ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ବିଦ୍ୟାଳୟର ଉନ୍ନତିକରଣ କରାଯିବବୋଲି କହିଛନ୍ତି.

author

Related Articles

Leave a Reply

Your email address will not be published. Required fields are marked *