ନବୀନଙ୍କ ଉପରେ ବର୍ଷିଲେ ମୋହନ ସରକାର

ନବୀନଙ୍କ ଉପରେ ବର୍ଷିଲେ ମୋହନ ସରକାର

ରାଜ୍ୟରେ ବିଭିନ୍ନ କଥାକୁ ନେଇ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଗୋଟିଏ ବର୍ଷରେ ବିଜେଡି ସରକାର ଆଣିଥିଲା ୧୪୦ଟି ଯୋଜନା । ଏପରିକି ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ହୋଇ ରଖିଛନ୍ତି ତତ୍କାଳୀନ ବିଜେଡି ସରକାର । ବିନା ବଜେଟ୍ ବ୍ୟୟ ବରାଦରେ ଆରମ୍ଭ ହୋଇଥିଲା ସେହିସବୁ ଯୋଜନା । ବଜେଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ବ୍ୟୟ ବରାଦ ହୋଇନଥିଲା । ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *