ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା…

ଆଜିଠାରୁ ଖୋଲିଯାଇଛି ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତର କନିକା ଉଦ୍ୟାନ । ପର୍ଯ୍ୟଟକମାନେ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ । କୁମ୍ଭୀର ପ୍ରଜନନ ପାଇଁ ମେ 1 ତାରିଖରୁ ଭିତରକନିକା ବନ୍ଦ ରହିଥିବା ବେଳେ ଆଜିଠାରୁ ଏହି ଉଦ୍ୟାନକୁ ଖୋଲାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *