ଅରୁଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଅରୁଣଙ୍କୁ ହାଇକୋର୍ଟଙ୍କ ନୋଟିସ୍

ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଆସିଲା ହାଇକୋର୍ଟ ନୋଟିସ । ନୟାଗଡ ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଅରୁଣଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଅରୁଣ ନିଜ ନିର୍ବାଚନ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେସ୍ୱରୀ ସିଂ । ତେବେ ଏହି ଅଭିଯୋଗର ଶୁଣାଣି କରି ଅରୁଣଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *