ଆନନ୍ଦପୁର ପୌରପାଳିକା ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା

ଆନନ୍ଦପୁର ପୌରପାଳିକା ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା

ସ୍ଵାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥ‌ିବା ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଆଜି ଆନନ୍ଦପୁର ପୌରପାଳିକା ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆନନ୍ଦପୁର ପୌରପାଳିକା କାର୍ଯ୍ୟଳୟ ଠାରୁ ବ୍ରିଜଛକ ନିକଟସ୍ତ କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *