ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ

ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ । ୬୦ ହଜାରରୁ ଅଧିକ କୁକୁଡା ମରିଥିବା ସୂଚନା । ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କୁକୁଡାଙ୍କୁ ମାରିବାକୁ ପ୍ରସ୍ତୁତ ହେଲାଣି ପ୍ରଶାସନ । ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ଯୋଜନା କରାଯାଇଛି । ହେଲେ କୁକୁଡା ଚାଷୀ ଏହାକୁ ବିରୋଧ କରୁଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି କୁକୁଡା ଚାଷୀଙ୍କ ସହ ପ୍ରଶାସନ ଏକ ବୈଠକ କରିବେ । ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ, ସିଡିଭିଓ , ଚାଷୀ ସଙ୍ଗର ସମ୍ପାଦକ ଉପସ୍ଥିତ ରହିବେ । ଏବଂ କୁକୁଡାଙ୍କୁ ମରାଯିବ ନା ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *