ଗଣେଷ ମୂର୍ତ୍ତି ତିଆରିରେ ବ୍ୟସ୍ତ ମୂର୍ତ୍ତି କାରିଗର

ଗଣେଷ ମୂର୍ତ୍ତି ତିଆରିରେ ବ୍ୟସ୍ତ ମୂର୍ତ୍ତି କାରିଗର

ଆଉ କେଇଟା ଦିନ ପରେ ଗଣେଷ ପୂଜା ଧରାପୁଷ୍ଠ କୁ ଓଲ୍ଲାଇ ବିଭିନ୍ନ ପଣ୍ଡାଳ ରେ ପୂଜା ପାଇବେ ବିଘ୍ନ ବିନାଶକ ଶ୍ରୀ ଗଣେଷ ତେବେ ଗାଁ ଠୁ ସହର ଚାରିଆଡେ ଗଣେଷ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଗଣେଷ ପୂଜା କୁ ଆଖିଆଗରେ ରଖି ମୂର୍ତ୍ତି କାରିଗର ମଧ୍ୟ ଗଣେଷ ମୂର୍ତ୍ତି ତିଆରି ରେ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ଦୀର୍ଘ ୩. ୪ମାସରୁ କାମ ଆରମ୍ଭ କରି ଦିନ ରାତି ଏକ କରି ବିଭିନ୍ନ ଆକୃତି ର ଛୋଟ ବଡ ମୂର୍ତ୍ତି ତିଆରି ରେ ଲାଗିପଡିଛନ୍ତି ଛୋଟ ବଡ କାରିଗର ଏଇ ବର୍ଷ ନୂଆ ନୂଆ ଆକୃତି ର ମୂର୍ତ୍ତି ର ଚାହିଦା ବହୁତ ରହିଥବାରୁ ମୂର୍ତ୍ତି କାରିଗର ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ବୋଲି ମୂର୍ତ୍ତି ଶିଳ୍ପୀ ପ୍ରକାଶ କରିଛନ୍ତି ମୂର୍ତ୍ତି ତିଆରି କରି ବେଶ ଲାଭବାନ ହୋଉଥିବା ମଧ୍ୟ କହିଛନ୍ତି ମୂର୍ତ୍ତି କାରିଗର ଙ୍କ ଶେଷ ସ୍ପର୍ଶ ରେ ଜୀବନ୍ତ ହୋଇ ଉଠୁ ଛନ୍ତି ବିଭିନ୍ନ ଆକୃତି ର ଗଣେଷ ମୂର୍ତ୍ତି ରାସ୍ତା ରେ ଚାଲିଯିବ ଲୋକ ମଧ୍ୟ ଘଡ଼ିଏ ଅଟକି ମୂର୍ତ୍ତି ର କଳାକୃତି କୁ ମନ ଭରି ଉପଭୋଗ କରିବା ସହିତ ପ୍ରଶଂସା କରିବାକୁ ପଛଉନାହାନ୍ତି

author

Related Articles

Leave a Reply

Your email address will not be published. Required fields are marked *