କଣ୍ଟାମାଳରେ ଗଡିଲା ସୁଭଦ୍ରା ରଥ

କଣ୍ଟାମାଳରେ ଗଡିଲା ସୁଭଦ୍ରା ରଥ

କଣ୍ଟାମାଳ ରେ ପହଁଚିଲା ସୁଭଦ୍ରା ରଥ I କେନ୍ଦ୍ର ସରକାର ନିର୍ବାଚନସମୟ ରେ ମହିଳାଙ୍କ ମାନେ ବିଭିନ୍ନ ବ୍ୟବସାୟ କରି ଲାଭବାନ ହେବ ପାଇ ସୁଭଦ୍ରା ଯୋଜନା ର ପ୍ରତିଶୃତି ଦେଇଛିଥିବା ବେଳେ ତାହା ପୂରଣ କରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର I ତେବେ ବିଭିନ୍ନ ସ୍ଥାନ ରେ ଲୋକଙ୍କ ସଚେତନତା କରିବା ପାଇଁ ସୁଭଦ୍ରା ରଥ ପହଂଚି ଥିବା ବେଳେ ଆଜି କଣ୍ଟାମାଲ ବ୍ଲକ ର ମନମୁଣ୍ଡା ରେ ପହଂଚିଥିଲା ଏହା ପରେ ରଥକୁ ସ୍ୱାଗତ କରିବା ସହ କଣ୍ଟାମାଲ BDO ନଡ଼ିଆ ଭାଙ୍ଗି ଏହା ର ଉତଘାଟନ କରିଛନ୍ତି I ରଥ ଟି ବ୍ଲକ 24ପଂଚାୟତ କୁ 5ଦିନ ଯାଇ ଲୋକଙ୍କୁ ସଚେତନତା କରିବେ I ଏଥିରେ କଣ୍ଟାମାଲ bdo ମୁଖ୍ୟଅତିଥି ସାମୀ ଜୟଶ୍ରୀ ରେଡି ଅନ୍ୟ ତମ ଅଥିତି ଭାବରେ କଣ୍ଟାମାଲ ତହସିଲଦାର ଓ ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା PEO ଜୟଦେବ ପଧାନ ଓ ବିଭିନ୍ନ ପଂଚାୟତ ସରପଞ୍ଚ ଓ ସ୍ୱଙ୍ଗସହାୟତା ମହିଳା ମାନେ ଉପସ୍ଥିତ ରହିଥିଲେ

author

Related Articles

Leave a Reply

Your email address will not be published. Required fields are marked *