ଅନାସ୍ଥା ଭୋଟରେ ପରାଜୟ ହେଲେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ଅନାସ୍ଥା ଭୋଟରେ ପରାଜୟ ହେଲେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ଙ୍କ ବିରୋଧ ରେ 10 କାଉନସିଲରଦେଲେ ଭୋଟ l ଗାଦି ଚୁତ ହେଲେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରାୟଙ୍କା ଗୌଡ଼ l ଗତ 2 ତାରିଖରେ ଏନଏସି ର 14 ୱାର୍ଡ ମଧ୍ୟରୁ 9 କାଉସିଲର ଅଧକ୍ଷା ଙ୍କ ବିରୋଧ ରେ ଅନାସ୍ଥା ଭୋଟ ପାଇଁ ଜିଲ୍ଲାପାଳ ଙ୍କୁ ଦେବୀପତ୍ର ପରେ ସମସ୍ତ 9 କାଉସିଲର ବିଜେପି ରେ ସାମିଲ ହୋଇଥିଲେ l ତେବେ ଆଜି ଏନଏସି ରେ ଅନାସ୍ଥା ଭୋଟ ନେଇ ଜିଲ୍ଲାପାଳ ତାରିଖ ଘୋଷଣା କରିଥିବା ବେଳେ ଦିନ 11 ଟା ସମୟରେ ଏନଏସି ଉପାଧକ୍ଷ ଙ୍କ ସମେତ 10 କାଉନସିଲର ଏକା ସାଥେ କାର୍ଯ୍ୟାଳୟ ରେ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା l ଏବଂ ଅଧକ୍ଷା ଙ୍କ ବିରୋଧ ରେ ଉପାଧକ୍ଷ ଙ୍କ ସମେତ 10 କାଉସିଲର ଙ୍କ ଭୋଟ ପଡ଼ିଥିବା ବେଳେ ସପକ୍ଷରେ କୌଣସି ଭୋଟ ପଡ଼ିନଥିବା ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଦେବଦତ ମହନ୍ତ ସୂଚନା ପ୍ରଦାନ କରିଛନ୍ତି l ତେବେ ଏଠି ବିଜେଡି ସମର୍ଥିତ ଅଧକ୍ଷା ଙ୍କୁ ପରାଜୟ ର ମୁହଁ ଦେଖାଇଛି ବିଜେପି l ପ୍ରଥମ ଥର ଲାଗି ବିଜେପି ଏଠି ବିଜୟ ହୋଇଥିବା ରୁ ଖୁସି ବ୍ୟକ୍ତ କରିଛନ୍ତି କାଉନସିଲର ଓ ବିଜେପି ନେତା l

author

Related Articles

Leave a Reply

Your email address will not be published. Required fields are marked *