ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ !

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ !

ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ । ବିଜେପି ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା କୁହାଯାଉଛି । ତେବେ ନିକଟରେ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ । ଯାହାକୁ ବିଜେପି ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିଖ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଆଉ ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ବିଜେପି ନେତା ହତ୍ୟା କରିବା ନେଇ ଖୁଲମଖୁଲା ଧମକ ଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛି । ଏକ ସାମ୍ବିଧାନିକ ପଦରେ ଥିବା ରାଜନେତାଙ୍କୁ କାହା ସାହାସରେ ଏଭଳି ଧମକ ଦିଆଯାଉଛି ଏବଂ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଓ ବିଜେପି ଏହାକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି କଂଗ୍ରେସ ନେତ୍ରୀ ସ୍ୱର ଉଠାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *