ବାଇକ୍ ଚୋର ଦଳକୁ ଧରିବାରେ ସଫଳ ହେଲା ବୌଦ୍ଧ ଆଦର୍ଶ ଥାନା

ବାଇକ୍ ଚୋର ଦଳକୁ ଧରିବାରେ ସଫଳ ହେଲା ବୌଦ୍ଧ ଆଦର୍ଶ ଥାନା

ଆନ୍ତଃଜିଲ୍ଲା ବାଇକ୍ ଚୋରୀ ଗ୍ୟାଙ୍ଗ ଗିରଫ । ୪ ଜଣ ଚୋର ଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ। ୧୨ ଟି ବାଇକ୍ କୁ ଜବତ କଲା ପୋଲିସ । ବୌଦ୍ଧ ର ବିଭିନ୍ନ ଅଂଚଳରୁ ଚୋରୀ ହୋଇଥିଲା ବାଇକ୍ । କନ୍ଧମାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ ବିକ୍ରି ହୋଇଥିଲା । ଗିରଫ ଅଭିଯୁକ୍ତ ବିଜୟ ନାଏକ, ସୁରେନ୍ଦ୍ର ଜଗଦଳା, ଅରୁଣ ନାଏକ ଓ ଅନିଲ ସାହୁ । ସମସ୍ତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳର ।

author

Related Articles

Leave a Reply

Your email address will not be published. Required fields are marked *