ପୁଣି ହେଲା ନିର୍ବାଚନ ,ପଡ଼ିଲା ଭୋଟ

ପୁଣି ହେଲା ନିର୍ବାଚନ ,ପଡ଼ିଲା ଭୋଟ

୧୦ ବର୍ଷ ପରେ ପଡ଼ିଲା ଭୋଟ .ଭୋଟ ଦେଲେ ଭୋଟର .ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେଉଥିବାରୁ ଲୋକେ ଉତ୍ସାହତ ଅଛନ୍ତି .ଏନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି.ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଛେଦ ପରେ ଏହା ହେଉଛି ପ୍ରଥମ ନିର୍ବାଚନ .ଏଥର ନିର୍ବାଚନରେ ମୈଦାନକୁ କଂଗ୍ରେସ ,ବିଜେପି ସହ ନ୍ୟାସନାଲ କନଫରେନ୍ସ ,ପିପୁଲ ଡେମୋକ୍ରାଟିକ ପାର୍ଟି ,ଭଳି ଅନେକ ପାର୍ଟି ଓହ୍ଲାଇଛନ୍ତି .

ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୯୦ଟି ଆସନ ମଧ୍ୟରୁ ୭ ଜିଲ୍ଲାର ୨୪ ଟି ଆସନରେ ଭୋଟ ଗ୍ରହଣ କରାଯାଉଛି .ଏବଂ କାଶ୍ମୀର ଅଂଚଳର ୧୬ ଆସନ ଓ ଜମ୍ମୁ ଅଂଚଳର ୮ ଆସନରେ ଭୋଟ ଗ୍ରହଣ କରାଯାଉଛି .ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ .

ସେହିପରି ସେପ୍ଟେମ୍ବର୨୫ରେ ଦ୍ୱିତୀୟ ପର୍ଯ୍ୟାୟ ମତ ଦାନ ହେବ ଏବଂ ଅକ୍ଟୋବର ପହିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତ ଦାନ ହେବ ..ଅକ୍ଟୋବର ୮ରେ ଫଳାଫଳ ଘୋଷଣା କରାଯିବ

author

Related Articles

Leave a Reply

Your email address will not be published. Required fields are marked *