ଆସନ୍ତାକାଲି ଓଡିଶା ଆସୁଛନ୍ତି ଜେପି ନଡ୍ଡା

ଆସନ୍ତାକାଲି ଓଡିଶା ଆସୁଛନ୍ତି ଜେପି ନଡ୍ଡା

ଆସନ୍ତାକାଲି ଓଡିଶାଗସ୍ତରେ ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ହଁ ଆଜ୍ଞା ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତାକାଲି ଜେପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିବେ । ଏବଂ ସେଠାରେ ଦିନ 11ଟାରୁ ଅପରାହ୍ନ 1 ପର୍ଯ୍ୟନ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *