ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ। ଅତି କମରେ ଦୁଇ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ। ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏଭଳି ଏକ ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଭାଇଜାନଙ୍କ ଚିନ୍ତା ଆହୁରି ବଢିଯାଇଛି । ପୋଲିସ ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ପୂର୍ବରୁ ସଲମାନଙ୍କୁ ଧମକ ମାମଲାରେ ନୋଏଡାରୁ ଜଣେ ୨୦ ବର୍ଷିୟ ଯୁବକ ଗୁଫ୍ରାନ ଖାନଙ୍କ ଗିରଫ ପରେ ପୁଣି ଏଭଳି ଧମକ ମିଳିଛି ।ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । କିଏ ଏବଂ କାହିଁକି ସଲମାନ ଖାନଙ୍କୁ ମାରିବାକୁ ଚେଷ୍ଟା କରୁଛି ଏବଂ ତାର ଉଦ୍ଦେଶ୍ୟ କମ ତାକୁ ନେଇ ସସପେନ୍ସ ବଢିଛି ।

author

Related Articles

Leave a Reply

Your email address will not be published. Required fields are marked *